
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
ଏକ ସଂସ୍ଥା କିମ୍ବା ବିଭାଗର ସାଧାରଣ କାର୍ଯ୍ୟ ଜଣେ ବ୍ୟବସାୟ ପ୍ରଶାସକଙ୍କ ଦ୍ୱାରା ପରିଚାଳିତ ହୁଏ । ଏଥିରେ ଦଳଗୁଡ଼ିକର ପରିଚାଳନା ଓ ସହାୟତା, ସମସ୍ୟାର ସମାଧାନ, ରଣନୀତି ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବା ଏବଂ ସଂଗଠନର ଉଦ୍ଦେଶ୍ୟ ହାସଲ କରିବା ଅନ୍ତର୍ଭୁକ୍ତ ହୋଇପାରେ ।
ଆଦିତ୍ୟ ପୁରୀ ଦୁଇ ଦଶନ୍ଧି ରୁ ଅଧିକ ସମୟ ଧରି ଭାରତର ଅନ୍ୟତମ ବୃହତ୍ତମ ଘରୋଇ ବ୍ୟାଙ୍କ ଏଚଡିଏଫସି ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ନେତୃତ୍ୱରେ ଏଚଡିଏଫସି ବ୍ୟାଙ୍କ ଏହାର ସୁଦୃଢ଼ ଆର୍ଥିକ ପ୍ରଦର୍ଶନ, ଦକ୍ଷ ପରିଚାଳନା ଏବଂ ଗ୍ରାହକ-କେନ୍ଦ୍ରୀତ ଆଭିମୁଖ୍ୟ ପାଇଁ ଜଣାଶୁଣା ହୋଇଥିଲା । ଏଚଡିଏଫସି ବ୍ୟାଙ୍କକୁ ଭାରତୀୟ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଅଗ୍ରଣୀ ଭାବରେ ପ୍ରତିଷ୍ଠିତ କରିବାରେ ଆଦିତ୍ୟ ପୁରୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
ଆଇଆଇଏମ୍, ସମ୍ବଲପୁର (ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ସମ୍ବଲପୁର)
ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ଭୁବନେଶ୍ୱର
କିଟ୍ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ, ଭୁବନେଶ୍ୱର
ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ, ରାଉରକେଲା
ଏବିଆଇଟି କଟକ - ଅଜୟ ବିନୟ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, କଟକ
ଆମିଟି ଗ୍ଲୋବାଲ ବିଜନେସ୍ ସ୍କୁଲ, ଭୁବନେଶ୍ୱର
ଏଏସ୍ ବିଏମ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍ )
ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ
ଜାଭିୟର ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ, ଜାମସେଦପୁର
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ଅହମ୍ମଦାବାଦ
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, କୋଲକାତା
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ (ଆଇଆଇଏମ୍), ବାଙ୍ଗାଲୋର
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ (ଆଇଆଇଏମ୍), ଲକ୍ଷ୍ନୌ
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ (ଆଇଆଇଏମ୍), ଇନ୍ଦୋର
ଏହି କ୍ଷେତ୍ରରେ ଆପଣ ବିଭିନ୍ନ ଉଦ୍ୟୋଗୀମାନଙ୍କୁ ତଥା ସଂସ୍ଥାକୁ ବ୍ୟବସାୟିକ ପ୍ରଶାସନିକ ସେବା ଯୋଗାଇଦେଇ ପାରିବେ। ଉଦ୍ୟୋଗୀମାନଙ୍କୁ ଭାରତ ସରକାର ପ୍ରୋତ୍ସାହନ ଓ ସମର୍ଥନ ଦେବା ପାଇଁ "ଷ୍ଟାର୍ଟଅପ୍ ଇଣ୍ଡିଆ" ଭଳି ପଦକ୍ଷେପ ନେଇଛନ୍ତି ।
ନିମ୍ନଲିଖିତ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଏହି କ୍ୟାରିୟର୍ ରେ କାମ କରିପାରିବେ